କଟକ ସହରରେ ପୁଣି ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ!

କଟକ: କଟକରେ କରୋନା ସ୍ଥିତି ସଙ୍ଗୀନ। ଗୋଟିଏ ଦିନରେ ପୁଣି କଟକ ସହରରେ ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁଣି ଚିନ୍ତା ବଢାଇଛି କଟକ ସହର। ସହରର ବିଭିନ୍ନ ସାହି, କଲୋନିରୁ ଏହି ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତେବେ କଟକ ସହରର କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଥିବା ଖଟ୍‌ବିନ୍‌ସାହିରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିବା କିଛିଟା ଆଶ୍ବସ୍ତି ଆଣିଦେଇଛି। କିନ୍ତୁ ଏମ୍‌,ଏସ୍‌ . ଦାସ … Continue reading କଟକ ସହରରେ ପୁଣି ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ!